ଖବର ସତ୍ୟବାଦୀ ଓଡ଼ିଆ NEWS :ଆଜି ସନ୍ଧ୍ୟା ରେ ସତ୍ୟବାଦୀ ବସଷ୍ଟାଣ୍ଡ ନିକଟରେ ଥିବା ପଞ୍ଚସଖା ଙ୍କୁ ଶ୍ରଦ୍ଧାଞ୍ଜଳି ଗ୍ୟାମ୍ପନ କରିଛନ୍ତି ଛତିଶଗଡ଼ ମହା ମହିମ ରାଜ୍ୟପାଳ ଶ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ |ପ୍ରଥମେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପରେ ସତ୍ୟବାଦୀ ବସଷ୍ଟାଣ୍ଡ ନିକଟରେ ଥିବା ପଞ୍ଚସଖା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ, ଏହି ପରି ପ୍ରେକ୍ଷୀରେ ସତ୍ୟବାଦୀ ବସ ଷ୍ଟାଣ୍ଡ ନିକଟରେ ତାଙ୍କୁ ଜୟପୁର ସମିତି ସଭ୍ୟ ଦୀପକ ଶତପଥି, ସମାଜସେବୀ ବିଶ୍ୱଜିତ ଶତପଥୀ, ସନ୍ତୋଷ ବେହେରା, ଙ୍କ ସହିତ ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଉତ୍ତରୀୟ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ, ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର, ସତ୍ୟବାଦୀ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ପ୍ରତି ନଜର ରଖିଥିଲେ |
ଅଧିକ ଖବର ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍