ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ଆଳିସ​ ଗ୍ରାମରେ ‘ଆମ ପୋଲିସ’ କାର୍ଯ୍ୟକ୍ରମର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ, ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଆଇଆଇସି ଏସ ଆର ମହାଲିକ ଆଳିସ ସରପଞ୍ଚ ଏବଂଗ୍ରାମରଅନ୍ୟାନ୍ୟସଦସ୍ୟଯ ଦେଇଥିଲେ।​ଏହି ବୈଠକରେ ସୁକଳା ଏବଂ ଅଲିଶା ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ସୁସ୍ଥ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଅନ୍ୟ ବିଭିନ୍ନ ଗ୍ରାମରେ ମଧ୍ୟ ଏଭଳି ବୈଠକମାନ ଆୟୋଜନ କରାଯିବ।ବୋଲି ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ କହିଛନ୍ତି |