ସତ୍ୟବାଦୀ ରେ ବିଧାୟକ ଙ୍କ ବିଭିର୍ଣ୍ଣ ସ୍ଥାନ ପରିଦର୍ଶନ |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା NEWS( ନିପ୍ର) ତା ୨୪-୦୬-୨୫ ରିଖ :ପଞ୍ଚାୟତ ସମିତି ବୈଠକ ପରେ ବିରଗୋବିନ୍ଦପୁର ବିରଗୋବିନ୍ଦପୁର ଠାରେ ଇଣ୍ଡିଆନ ଅଏଲ ତରଫରୁ ନିର୍ମାଣଧୀନ ମଲ୍ଟି ପର୍ପୋଜ ଟ୍ରେନିଂ ସେଣ୍ଟର ଓ ଯୋଗ କମ୍ୟୁନିଟି ସେଣ୍ଟର ର କାର୍ଯ୍ୟ ଓ ସାକ୍ଷୀଗୋପାଳ ଡାକ୍ତର ଖାନା ପରିଦର୍ଶନ କରି ହଇଜା ରେ ଆକ୍ରାନ୍ତ ରୋଗୀ ଙ୍କୁ ଦେଖିବା ସହିତ ଡାକ୍ତର ଙ୍କ ସହିତ ଆଲୋଚନା କରି ଚିକିତ୍ସା ପ୍ରକ୍ରିୟା ତ୍ୱରାନ୍ୱିତ ଓ ହଇଜା ର ମୁଳୋତ୍ପାଟନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି |ଆସନ୍ତା 26 ତାରିଖ ରେ କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ୱାରା ସ୍ଥାନୀୟ ବିରୋଗୋବିନ୍ଦପୁର ଠାରେ ନିର୍ମାଣଧୀନ ଉକ୍ତ ପ୍ରୋଜେକ୍ଟ ର ଉଦଘାଟନ ପାଇଁ ଆସୁଛନ୍ତି |ତେଣୁ ବିଧାୟକ ଙ୍କ ସହିତ ଜିଲ୍ଲା ପରିଷଦ ରତିକାନ୍ତ ମିଶ୍ର, ସାଂସଦ ଙ୍କ ପ୍ରତିନିଧି ତ୍ରିଲୋଚନ ରଥ, ଜିଲ୍ଲା ପରିଷଦ ବିଷ୍ଣୁପ୍ରୟା ବରାଳ, ଉମେଶ ଚନ୍ଦ୍ର ପ୍ରଧାନ, ସ୍ଥାନୀୟ ସରପଞ୍ଚ, ଏସ୍ଡ଼ିପିଓ ପିପିଲି, ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି |