ଝିଅଙ୍କ ପାଇଁ ମାଗଣା ସ୍କୁଟି ସ୍କିମ୍ ଆଣିବାକୁ ଯାଉଛନ୍ତି ସରକାର । ନିର୍ବାଚନ ପୂର୍ବରୁ ଏହାକୁ ନେଇ ଭୋଟରଙ୍କୁ ଦେଇଥିଲା ଶାସକ ଦଳ । ଲୋକମାନେ ଏହି ଆଶାରେ ଭୋଟ୍ ଦେଇ ଜୟଯୁକ୍ତ କରାଇଥିଲେ ଏବଂ ଦଳକୁ କ୍ଷମତାସୀନ କରିଥିଲେ । କ୍ଷମତା ଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁଛନ୍ତି ସରକାର ।
WhatsApp us
More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |