ଚୀନର ପୂର୍ବତନ ପ୍ରମୁଖ ବ୍ୟାଙ୍କ ପରିଚାଳକ ଲାଇ ସାଓମିନଙ୍କୁ ଲାଞ୍ଚ ଅଭିଯୋଗରେ ଫାଶି ଦଣ୍ଡାଦେଶ ହୋଇଛି । କମ୍ୟୁନିଷ୍ଟ ପାର୍ଟିର ଏହି ପୁର୍ବତନ ସଦସ୍ୟଙ୍କ ବିରୋଧରେ ୨୬୦ ନିୟୁତ ଡଲାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ବିଚାରବେଳେ ସେ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି । ସାଓମିନଙ୍କ ସ୍ୱୀକାରୋକ୍ତି ଆଧାରରେ ସେ ବାସ କରୁଥିବା ଆପାର୍ଟମେଣ୍ଟରୁ ବିପୁଳ ପରିମାଣରେ ଅର୍ଥ ଜବତ ହୋଇଛି । ସାଓମିନ ଚୀନ ହୁଆରୋଙ୍ଗ ଆସେଟ ମାନେଜମେଣ୍ଟ କର୍ପୋରେସନ ଅଧ୍ୟଯ ଭାବେ କାର୍ଯ୍ୟ କରିଥିଲେ । ଏହା ହେଉଛି ଚୀନର ଅଗ୍ରଣୀ ବ୍ୟାଙ୍କ । ଅଧ୍ୟକ୍ଷ ଥିବା ବେଳେ କ୍ଷମତାର ଅପବ୍ୟବହାର କରି ସେ ୨୦୦୯ରୁ ୨୦୧୮ ମଧ୍ୟରେ

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |