ଜାଣନ୍ତୁ ଏହି ସପ୍ତାହର ରାଶିଫଳ

Love with Khabar Satyabadi

ମିଥୁନ: ମାହୋଲ କିଛି ଭଲ ରହିବ ନାହିଁ ଏହି ସପ୍ତାହରେ କାହା ସହ ଟଙ୍କା କାରବାର କରନ୍ତୁ ନାହିଁ । କର୍ମକ୍ଷେତ୍ରର ମାହୋଲ କିଛି ଭଲ ରହିବ ନାହିଁ । ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ଏବଂ ପଦୋନ୍ନତିର ସୁଯୋଗ ରହିଛି । ସେହିପରି ଏହି ସପ୍ତାହରେ ବିବାଦରୁ ଦୂରେଇ ରୁହନ୍ତୁ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । କର୍କଟ: ପ୍ରେମ ସମ୍ପର୍କ ମଜବୁତ ହେବ ହେଲେ କିଛି ଛୋଟ ବଡ ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଉତ୍ତମ ରହିବ । ପ୍ରେମ ସମ୍ପର୍କ ମଜବୁତ ହେବ । ଜୀବନସାଥିଙ୍କ ସହ ଅଧିକ ସମୟ ବିତାଇବେ ।

ମେଷ: ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ ନିଜ କାମ ପାଇଁ ପ୍ରଶଂସିତ ହେବେ । ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ପେଟ ଜନିତ ସମସ୍ୟା ଦେଖାଦେଇ ପାରେ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଂଗୀତ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ଖ୍ୟାତି ପାଇପାରନ୍ତି । ଜୀବନସାଥୀଙ୍କ ସହିତ ବିବାଦ ସୃଷ୍ଟି ହୋଇପାରେ । ନିଜ କ୍ରୋଧକୁ ନିୟନ୍ତ୍ରଣ କରି ସମଧାନର ବାଟ କାଢନ୍ତୁ ।

ବୃଷ: ବ୍ୟବସାୟୀ ଲାଭରେ ରହିବେ ବ୍ୟବସାୟୀ ଲାଭରେ ରହିବେ ଏବଂ କର୍ମକ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କୌଣସି ପ୍ରୋଜକ୍ଟର ନେତୃତ୍ୱ ନେଇ ପାରନ୍ତି । ଏହି ସପ୍ତାହରେ ଯାତ୍ରା କରିପାରନ୍ତି ।