ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ |ସତ୍ୟବାଦୀ ବାରବାଟୀ ଅଗ୍ନି ବିପର୍ଣ୍ଣ ପରିବାର ଙ୍କ ପାଖରେ ପହଁଚିଲେ ସ୍ଵେଛାସେବୀ |ଅଳଗୁମ ପଞ୍ଚାୟତ ବାରବାଟୀ ଗ୍ରାମରେ ଥିବା ଅଗ୍ନି ବିପର୍ଣ୍ଣ ଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି ସ୍ଥାନୀୟ ସାରଙ୍ଗଯୋଡି ଅଞ୍ଚଳ ର ସମାଜସେବୀ ସୁଶୀଲ କୁମାର ସାହୁ ଓ ତାଙ୍କ ସହଯୋଗୀ ବନ୍ଧୁ ତିରୁପତି ଜେନା ଓ ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ୱର ବିଶ୍ୱାଳ,ସୁଧାକର ମାଠି,ତଳଜଙ୍ଘ ଅଞ୍ଚଳ ର କାଳୁ ଜେନା, ପ୍ରଫୁଲ୍ଲ ପରିଡା ହନ୍ତୁକ ଅଞ୍ଚଳର ବଟକିଶୋର ଜେନା,ପବିତ୍ର ରାଉତରାୟ,ବିଶ୍ୱ ରଞ୍ଜନ ଜେନା ପ୍ରମୁଖ ପହଞ୍ଚି ସେମାନଙ୍କୁ ବିଭିର୍ଣ୍ଣ ଖାଦ୍ୟ ସାମଗ୍ରୀ, ସୋଲାର ଲାଇଟ,ଓ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦି ପ୍ରଦାନ କରି ସହଯୋଗ କରିଥିଲେ |ଅନ୍ୟପଟେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୁଶୀଲ ସାହୁ ତାଙ୍କ ମା ଙ୍କ ଶ୍ରାଦ୍ଧ ଦିନରେ ଏଭଳି କାର୍ଯ୍ୟ କିଛି କରି ଥାଆନ୍ତି, ମା ଚତୁର୍ଥ ବାର୍ଷିକ ରେ ଏଭଳି କାର୍ଯ୍ୟ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି |ସେ ଗ୍ରାମ ରେ ଅଗ୍ନି ବିପର୍ଣ୍ଣ ପରିବାର କୁ ତୁରନ୍ତ ବିଜୁଳି ପ୍ରଦାନ ସହ ସରକାରୀ ସୁବିଧା ଯୋଗାଇ ଦେବା ନେଇ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ.. NEWS
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍