ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ : ରାଉରକେଲା ସରକାରୀ ଡାକ୍ତରଖାନାରେ ବିକଳ ଚିତ୍ର । ନିଜ ଘରୁ ପଙ୍ଖା ଆଣି ଚିକିତ୍ସିତ ହେଉଛନ୍ତି ରୋଗୀ । ମେଡିକାଲରେ ଅବ୍ୟବସ୍ଥା କାରଣରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ । ପ୍ରଚାର ପ୍ରସାରରେ ବାହା ବାହା ନେଉଛନ୍ତି ରାଜ୍ୟ ସରକାର । ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ ଗରମରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ରାଉଲକେଲା ସରକାରୀ ଡାକ୍ତରଖାନାର ବିକଳ ଚିତ୍ର ଲୋକମାନେ ନିଜ ଘରୁ ପଙ୍ଖା ଆଣି ଟ୍ରିଟମେଣ୍ଟ ହେଉଛନ୍ତି। ରାଜ୍ୟ ସରକାର ସେପଟେ ବିକାଶର କଥା କହୁଥିବା ବେଳେ rgh ମେଡ଼ିସିନ ୱାର୍ଡ ର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରୁଛି।
ରାଜ୍ୟରେ ଯେଉଁଭଳି ଭାବରେ ତାତି ଅନୁଭୂତ ହେଉଛି, ଏଭଳି ପରିସ୍ଥିତିରେ ଲୋକେ ମେଡିକାଲରେ ଯେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଦେଖିଲେ ଅସ୍ତବ୍ୟସ୍ତ ଲାଗୁଛି।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |