ଖବର ସତ୍ୟବାଦୀ ଓଡ଼ିଆ.. NEWS :ପୁରୀ :ଶ୍ରୀମନ୍ଦିର ମଧ୍ୟରେ ସୁନାଚେନ ଛିଡାଇ ଲୁଟୁଥିବା ବେଳେ ଦୁଇ ମହିଳା ଲୁଟେରା ଙ୍କୁ କାବୁ କରିଛି ପୋଲିସ |ସାଧା ପୋଷାକଧାରୀ ପୋଲିସ ଙ୍କ ଦ୍ୱାରା ବାହାର କାଠ ଦର୍ଶନ ବେଳେ ଲୁଟେରା ଙ୍କୁ କାବୁ କରିଛି ପୋଲିସ, ସେମାନଙ୍କ ଠାରୁ ଦୁଇଟି ସୁନାଚେନ ଜବତ କରିବା ସହିତ ସେମାନଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖା ଯାଇଛି |
ଅଧିକ ଖବର ଦେଖନ୍ତୁ…

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |