ସୁଭଦ୍ରା ଯୋଜନା କୁ ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କ ସୂଚନା |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS :ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ ଓ ପି.ଲୋକଙ୍କ ମତାମତ ନିଆଯିବା ପରେ ସାର୍ବଜନୀନ ହେବ ଏହି ଯୋଜନା |ସୁଭଦ୍ରା ଯୋଜନା କୁ ନେଇ ପ ଅର୍ଥର ଅଭାବ ନାହିଁ ବୋଲି କହିଛନ୍ତି ଶ୍ରୀମତୀ ପ୍ରଭାତୀ ପରିଡା |ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ |ଏସ ଓ ପି ଆସିଲେ ଜଣାପଡିବ ରୂପରେଖ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |