ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ସହାୟତା ଅପେକ୍ଷା ରେ ପଙ୍କଜ, ଭାଙ୍ଗି ପଡିଛି ହସ ଖୁସିର ସଂସାର |ପୁରୀଜିଲ୍ଲା ସତ୍ୟବାଦୀ ପୁରୁଣା ବୁଢାକେରା ଗ୍ରାମର ପଙ୍କଜ ଙ୍କ ଅବସ୍ଥା ଏବେ ସଂକଟାପର୍ଣ୍ଣ କ୍ୟାନ୍ସର ରୋଗ ରେ ପୀଡିତ, ପରିବାର କହିଲେ 66 ବର୍ଷ ବୁଢାବାପା ବୁଲାପରିଡା,40 ବର୍ଷୟା ରୋଗୀଣା ପତ୍ନୀ କୁନୁ ପରିଡା, ୨ ଟି ଛୋଟ ପିଲା 8 ବର୍ଷ ର ପୁଅ 12 ବର୍ଷ ର ଝିଅ ପ୍ରଜ୍ଞା ପୁଅ ପ୍ରିତମ ଗାଡି ଚଳାଇ ପରିବାର ଚଳାଉଥିଲେ, ଏବେ 6 ମାସ ହେବ ମୁଖ କର୍କଟ ରୋଗରେ ପୀଡିତ, ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା, ଏପଟେ ପରିବାର ର ବୋଝ,ସେପଟେ ବଢୁଛି ରୋଗ,ଖବର ପାଇଁ ସ୍ଥାନୀୟ ବିଦ୍ୟାଧର ପୁର ବସନ୍ତ ମହାପାତ୍ର ଓ ତାଙ୍କ ବନ୍ଧୁ ପବିତ୍ର କୁମାର ପରିଡା ପଙ୍କଜ ଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି,ପଙ୍କଜ ନିଜ ଦୁଃଖ କଥା ୨ ବନ୍ଧୁ ଙ୍କୁ ଭେଟି ସବୁ କଥା କହିଲା ପରେ ବନ୍ଧୁ ସହଯୋଗୀ ଙ୍କ କିଂଚିତ ସହଯୋଗ ରେ ପରିବାର ଦିନେ ଓଳିଏ ଚଳି ଯାଉଛି, ହେଲେ ଔଷଧ କିଣିବାକୁ ପାଖରେ ପଇସା ଟିଏ ନାହିଁ, ଡାକ୍ତର କହୁଛନ୍ତି ଭେଲୋର ଯିବାକୁ ଅପରେସନ ପାଇଁ ହେଲେ କେମିତି ବା ସମ୍ଭବ, ଭାଂଗିପଡିଛନ୍ତି ସେ ସରକାରୀ ବା ଆପଣ ମାନଙ୍କ ସାହାଯ୍ୟ କୁ ଅପେକ୍ଷା, ହୁଏ ତ ବଞ୍ଚିଯାଇପାରେ ଗୋଟିଏ ଜୀବନ, ହୁଏ ତ ବଞ୍ଚି ଯାଇପାରେ ଗୋଟିଏ ପରିବାର, ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ |
ଯଦି କେହି ଶ୍ରହୁଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହାନ୍ତି ତେବେ,
BANK-BANK OF INDIA, NUASANTH
MOB -8658926984, ACOUNT NO -555510110007233, IFSC CODE -BKIDOOO5555
ଅଧିକ ରୁ ଅଧିକ ସେୟାର କରନ୍ତୁ ଖବର ସତ୍ୟବାଦୀ.. NEWS

More Stories
ବରିଷ୍ଠ ଆଇନଜୀବୀ ପୂର୍ବତନ ଆଇନଜୀବୀ ସଙ୍ଘ ସଭାପତି ଭଗବାନ ରଥ ଙ୍କ ଦେହାନ୍ତ |
ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ |
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର