ଖବର ସତ୍ୟବାଦୀ ଓଡିଶା NEWS |ପୁରୀ (ପିପିଲି) ବରିଷ୍ଠ ଆଇନଜୀବି ରାଜ କିଶୋର ସ୍ୱାଇଁ ପୁରୀ ଜିଲ୍ଲାର ପିପିଲି JMFC କୋର୍ଟ ଜୁନିଅର ମାଜେଷ୍ଟଡ଼ ଫାଷ୍ଟ କ୍ଲାସ ସରକାରୀ ଆଇନ ଯିବି ହିସବାରେ ପିପିଲି ର ବରିଷ୍ଠ ଆଇନ ଯିବି ଶ୍ରୀଯୁକ୍ତ ରାଜ କିଶୋର ସ୍ୱାଇଁ ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓଡିଶା ରାଜ୍ୟ ସରକାର! ପୁରୀ ଜିଲ୍ଲାର ପିପିଲି ଡେଲାଙ୍ଗ ସତ୍ୟବାଦୀ କଣାସ ନିମାପଡା ଅଞ୍ଚଳ ର ନିଷ୍ପେସିତ। ନିର୍ଯାରିତ, ଅବହେଳିତ ସାଧାରଣ ଜନତା ଙ୍କ ପାଇଁ ଵିନା ମୂଲ୍ୟ ରେ ଆଇନ ର ସହାୟତା ଯୋଗାଇ ଆସିଥିଲେ! ୨୦୧୧ ମସିହାରୁ ଓକିଲାତି ପେସାରେ କାର୍ଯରତ ଥିବା ରାଜ କିଶୋର ସ୍ୱାଇଁ ପିପିଲି ବ୍ଲକ କାକୁଡ଼ିଆ ଗ୍ରାମ ର ସ୍ୱର୍ଗତ ହୁସିକେଶ ସ୍ୱାଇଁ ପୁତ୍ର ଅଟନ୍ତି! ରାଜ କିଶୋର ସ୍ୱାଇଁ ୨୦୨୪ ମସିହାରେ ପିପିଲି ବାର କୋର୍ଟ ଆସୋଶେଷନ ରେ ଅପ୍ରତିଦ୍ବନ୍ଦି ହିସାବରେ ବାର କୋର୍ଟ ରେ ସଭାପତି ଭବାରେ ନିର୍ବାଚିତ ହୋଇ ସଭାପତି ହୋଇଥିଲେ! ରାଜ କିଶୋର କୁହନ୍ତି ନିରୀହ ଜନ ସାଧାରଣ ଙ୍କ ସେବା କରିବା ମୋର ଧର୍ମ ଵିନା ମୂଲ୍ୟ ରେ ସେବା ୧୧ ବର୍ଷ ରେ ଯୋଗାଇ ଦେଈ ଆସୁଛି ଜୀବନ ଥିଲା ପର୍ଯ୍ୟନ୍ତ ମୁଁ ସାଧାରଣ ଜନତା ଙ୍କ ପାଇଁ ସେବା ଯୋଗାଇ ଆସିବି! ଶେଣିକୀ ମୋର ପଦ ପଦବୀ ଥାଉ କୀ ନଥାଉ! ରାଜ୍ୟ ସରକାର ତଥା ପିପିଲି ବିଧାୟକ ଙ୍କୁ ମୋର ଧନ୍ୟବାଦ ଏଭଳି ଭରସା ଓ ବିଶ୍ୱାସ ମୋ ଉପରେ କରି ଥିବାରୁ! ମୁଁ ପ୍ରତି ସୁତି ବୋଧ କୌଣସି ସାଧାରଣ ଜନତା ମୋ ଜାଣତରେ ଆଇନ ର ଲଢେଇ ରୁ ବାଜିତ ହେବେ ହେବେନାହିଁ|
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |