ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କୁ ଆକ୍ରମଣ |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ : ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କୁ ଆକ୍ରମଣ ଉଦ୍ୟମ ! ବିଧାୟକ ଙ୍କ ଗାଡିକୁ ଭଙ୍ଗା ରୁଜା! ନିମାପଡା ର ତେରୁଣ୍ଡିଆ ଗାଁ ଭିତରେ ଟେକା ପଥର ଫୋପାଡ଼ି ଭାଙ୍ଗିଲେ ଦୃବୁତ!ରୁଦ୍ର ମହାରଥୀ ନିମାପଡା ନିର୍ଵାଚନୀ ଜୁନ 21 ନମ୍ବର ର ଦାୟିତ୍ୱ ରେ ଥିଲେ! ସାଙ୍ଗରେ ଥିଲେ ପୁରୀ ଜିଲ୍ଲା ଜନତାଦଳ ର ଉପ ସଭାପତି, ଦେବାଶିଷ ନନ୍ଦ, ବିଜୁ ଜନତା ଦଳର ଯୁବ ସଭାପତି ନାରାୟଣ ସ୍ୱାଇଁ, ପିପିଲି 24 ନମ୍ବର ଜୁନ ର ଜିଲ୍ଲା ପରିଷଦ ଧରଣୀ ଧର ସାହୁ, ଗୋପ ପୋଲସ ଙ୍କୁ ସୂଚନା |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ.….