ଖବର ସତ୍ୟବାଦୀ ଓଡିଶା NEWS :ସାକ୍ଷୀଗୋପାଳ : ରବିବାର ତା ୧୧/୦୮/୨୦୨୪ ଦିନ ୪ ଟା ସମୟରେ ବିଶ୍ଵରୂପା ନାମକଏକଯାତ୍ରୀବାହୀବସ ଯାହାର ନମ୍ବର OR13G4012 , ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଏକ ବାଇକ ଯାହାର ନମ୍ବର OD33AD8684 ପଛଆଡୁ ଆସି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ,ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ହାଇୱେ ପାଟ୍ରୋଲିଂ ପୋଲିସ ଅଫିସର ପ୍ରକାଶ କୁମାର ମିଶ୍ର ସଦଲବଳେ ପହଁଞ୍ଚି ଗୁରୁତର ଆହତ(ବାଇକ ଆରୋହି) ଶ୍ରୀଚରଣ ବେହେରାଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାବେଳେ ଅବସ୍ଥା ଗୁରୁତର ହେତୁ ପରେ ଭୁବନେଶ୍ୱର ୬ନମ୍ବର ହସ୍ପିଟାଲକୁ ପଠାଯାଇଛି। ଦୁର୍ଘଟଣାଗ୍ରସ୍ତ ବାଇକ ଓ ବସକୁ ଅଟକ ରଖାଯାଇଛି|
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍