ଖବର ସତ୍ୟବାଦୀ ଓଡିଶା NEWS :ଭୁବନେଶ୍ୱର: ରାଜ୍ୟ ରେ ମଦ କୁ ନେଇ ଏବେ ସବୁଠି ଚର୍ଚ୍ଚା ରହିଥିବା ବେଳେ ରାଜ୍ୟ ସରକାର ଙ୍କ ବଡ଼ ନିଷ୍ପତି |ଆସିଲା ବଡ ଖବର।
ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ । ରାଜ୍ୟରେ ଆଉ ଖୋଲିବନି ନୂଆ ମଦଦୋକାନ । ଯେଉଁ ମଦ ନୀତି ଥିଲା ତାକୁ ସାରଳୀକରଣ କରିବା ଦ୍ବାରା ନୂଆ ମଦ ଦୋକାନ ଆଉ ଖୋଲିବନି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ|
ଚୋରା ମଦ ବିକ୍ରି ଆମ ପାଇଁ ଚ୍ୟାଲେଞ୍ଜ ଥିଲା ତାକୁ ଆମେ ରୋକିବା ପାଇଁ ଆମୂଳ ଚୂଳ ଚେଷ୍ଟା କରୁଛୁ। ଆସନ୍ତା ବର୍ଷ ମଦନୀତି ଆସିଲେ ସେଥିରେ ବହୁତ ପରିବର୍ତ୍ତନ ହେବ। ତେଣୁ ଚୋରାମଦ ବିକ୍ରି ବନ୍ଦ ସହ ଆଉ ନୂଆ ମଦ ଦୋକାନ ଖୋଲିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ପୃଥ୍ବୀରାଜ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |