ସତ୍ୟବାଦୀ ରେ ଆରମ୍ଭ ହେବ ରାସନକାର୍ଡ ଧାରିଙ୍କ K Y C ଯାଞ୍ଚ ପ୍ରକ୍ରିୟା ଆଲୋଚନା କଲେ ବିଧାୟକ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ସତ୍ୟବାଦୀ ରେ ରାସନ କାର୍ଡ ଧାରିଙ୍କ KYC ଯାଞ୍ଚ ପ୍ରକ୍ରିୟା କୁ ନେଇ ବିଧାୟକ ଙ୍କ ଅଧକ୍ଷତା ରେ ଏକ ବୈଠକରେ ସମସ୍ତ ଯୋଗାଣ ସହାୟକ ଙ୍କ ସହ ସତ୍ୟବାଦୀ ବ୍ଲକ ଯୋଗାଣ ଅଧିକାରିଣୀ ଉପସ୍ଥିତ ରହି ଆଲୋଚନା କରିଥିଲେ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…