ଖବର ସତ୍ୟବାଦୀ NEWS :ଆହତ ହୋଇଛନ୍ତି ହିନ୍ଦୀ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ଗୋବିନ୍ଦା |ଅସାବଧାନତା ଯୋଗୁ ନିଜ ବନ୍ଧୁକ ରୁ ଗୁଳିଫୁଟି ସେ ଆହତ ହୋଇଛନ୍ତି |ଖବର ରୁ ପ୍ରକାଶ ଯେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରୁ ଗୁଳିଫୁଟି ଏଭଳି ଘଟଣା ଘଟିଛି, ମଙ୍ଗଳବାର ଭୋର 4 ଟା ରେ କଲିକତା ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଅସାବଧାନତା ଯୋଗୁଁ ବନ୍ଧୁକ ର ଗୁଳି ନିଜ ଗୋଡ଼ରେ ବାଜିଥିଲା, ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ କୁ ନିଆ ଯାଇଥିଲା, ଡାକ୍ତର ଅପରେସନ କରି ଗୋଡ଼ରୁ ଗୁଳି ବାହାର କରି ଦେଇଛନ୍ତି, ଡାକ୍ତର ଙ୍କ କହିବା ଅନୁସାରେ ଏବେ ସେ ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS..
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ ତ୍କୃତଜ୍ଞନ୍ତା ଗ୍ୟାମ୍ପନ କଲେ କେନ୍ଦ୍ରମନ୍ତ୍ରୀ |
ସରିଗଲା ସବୁକିଛି |ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି |