ଜୀବନ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଦୁର୍ଗାଶିଷ ସମ୍ମାନୀତ |

Love with Khabar Satyabadi

ଭୁବନେଶ୍ୱର :ଖବର ସତ୍ୟବାଦୀ ଓଡିଶା NEWS :ସାମ୍ବାଦିକ ବୃତିକୁ ଆପଣାଇ ନଗଡ଼ା ବାସୀଙ୍କ ପାଇଁ ସଦା ସର୍ବଦା ଚିନ୍ତା କରୁଥିବା, ନଗଡା ର ନଗ୍ନ ଦୃଶ୍ୟକୁ ସବୁବେଳେ ରାଜ୍ୟ ବାସୀଙ୍କ ପାଖରେ ରଖୁଥିବା, ବିଭିନ୍ନ ସମୟରେ ଶାସକ ଓ ବିରୋଧୀଙ୍କୁ ସମ୍ବାଦ ପରିବେଷଣ ଜରିଆରେ ଲୋକ ଅଦାଲତକୁ ଟାଣୁଥିବା ବର୍ଷିଆନ ସାମ୍ବାଦିକ ଦୁର୍ଗାଶିଷ ଙ୍କୁ ମିଶନ୍ ଜ୍ୟୋତି ଟ୍ରଷ୍ଟ ତରଫରୁ ସମ୍ମାନୀତ କରାଯିବା ସହିତ ତାଙ୍କର ଉତ୍ତରତର ଉନ୍ନତି କାମନା ସହ ଓ ସୁସ୍ଥ ନିରାମୟ ଜୀବନ ଜାପନ ପାଇଁ କାମନା କରି ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ଫୋଟ ଚିତ୍ର ଦେଇଛନ୍ତି ଟ୍ରଷ୍ଟ ର ମୁଖ୍ୟ ସଦସ୍ୟ |

ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡିଶା NEWS