ଖବର ସତ୍ୟବାଦୀ ଓଡିଶା News :ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ବିଲେଇ ବାରମ୍ବାର ଘରକୁ ଆସିବାର କଣ ସଂକେତ ମିଳିଥାଏ। ଲୋକକଥା ଅନୁସାରେ ବିଲେଇ ଘରେ ରହିଥିବା କ୍ଷୀରରେ ମୁହଁ ଲଗାଇ ଦେଲେ ଧନହାନୀ ହୋଇଥାଏ। କୁହାଯାଏ କି କଳା ବିଲେଇ ରାସ୍ତା କାଟି ଦେଲେ ଅଶୁଭ ହୋଇଥାଏ। କିନ୍ତୁ ଏଭଳି କିଛି ହୋଇ ନଥାଏ। ସାଧାରଣତଃ କହିବାକୁ ହେଲେ ଘରକୁ ବାରମ୍ବାର ଧଳା ରଙ୍ଗର ବିଲେଇ ଆସୁଥିଲେ, ଘରେ ଧନ ବୃଦ୍ଧି ହୋଇଥାଏ।
ଯଦି ଆପଣ ନିଜ ସ୍ୱପ୍ନରେ ବାରମ୍ବାର କଳା ବିଲେଇକୁ ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଧନ ହାନୀ ହେବାର ସମ୍ଭାବନା ରହିଛି ଏବଂ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇପାରେ। ଯଦି ଆପଣ ନିଜ ସ୍ୱପ୍ନରେ ଧଳା ରଙ୍ଗର ବିଲେଇ ବାରମ୍ବାର ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି, ଆପଣଙ୍କର ଖରାପ ସମୟ ଶେଷ ହେବାକୁ ଯାଉଛି। ଯଦି କୌଣସି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରିଥାଏ ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ କୌଣସି ଶୁଭ ବା ମଙ୍ଗଳ କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି।

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |