ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS…ଓଡିଶା ସରକାର ଙ୍କ ଏକ ଅଭିନଵ ପ୍ରୟାସ ଆମ ଓଡିଶା ର କିଶୋର କିଶୋରୀ ମାନଙ୍କୁ ସଶକ୍ତି କରଣ ଯାହା ଆଜି ଅଦ୍ୟୁୟିକା ପ୍ରୋଗ୍ରାମ ଯାହା ଆଜି ଏକ ସ୍କିମ ରେ ପରିଣତ ହୋଇଛି |ଯାହାକୁ ନେଇ ୟୁନିସେଫ ର ଜାତୀୟ ଦଳ ସତ୍ୟବାଦୀ ପରିଦର୍ଶନ ରେ ଆସିଥିଲେ |ଏମାନଙ୍କ ମଧ୍ୟରେ ଥିଲେ ଶ୍ରୀମତୀ ବିଜୟଲକ୍ଷ୍ମୀ ଅରୋରା, ଯାଇରଷ ଲିଗାଗୋ, ଶିଶୁସୁରକ୍ଷା ବିଶେଷଜ୍ଞ ଅଧିକାରୀ (ଜାପାନ )ଓଡିଶା ର ମାନସ ବିଶ୍ୱାସ, ଙ୍କ ସହିତ ଶ୍ରୀମତୀ ତନୁପ୍ରଭା ବେଉରା ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ, ଶ୍ରୀମତୀ ରାଜଲକ୍ଷ୍ମୀ ଦାସ ମହିଳା ଶିଶୁଵିକାଶ ଓ ମିଶନ ଶକ୍ତି ଅଧିକାରିଣୀ, ଘାସିରାମ ପଣ୍ଡା, ସୌରୀସ ବୋଷ, ବାଲ୍ୟବିବାହ ନିଷେଧ ଜିଲ୍ଲା ସଂଯୋଜିକା ରଞ୍ଜିତା ଦାସ,ଅନେକ ପଞ୍ଚାୟତ ର ସରପଞ୍ଚ ଯଥା ଶ୍ରୀମତୀ ବର୍ଷାରାଣୀ ସେଠି,ଧୁଶାସନ ପ୍ରଧାନ, ଚିନ୍ମୟ ରାଉତ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଶ୍ରୀମତୀ କନକଲତା, ସଂଜୀବ ହରିଚନ୍ଦନ, ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ର, ଏବଂ ମନ୍ଦିର ସୁପର ଭାଇଜର ଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ରହି ସତ୍ୟବାଦୀ କିପରି ବାଲ୍ୟବିବାହ ମୁକ୍ତ ହେବ ଆଲୋଚନା କରିଥିଲେ |ଏବଂ ଶିଶୁ ସୁରକ୍ଷା ଉପରେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଆଲୋଚନା କରାଯାଇଥିଲା |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |