ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS |(ନିପ୍ର) ଆସନ୍ତା କାଲି ତା-୨୩ ୧୨-୨୦୨୪ ରିଖ ସକାଳ ୮ ଘଣ୍ଟିକା ଠାରୁ ସନ୍ଧ୍ୟା ୫ ଘଣ୍ଟିକା ପର୍ଯ୍ୟନ୍ତ ପୁରୀ ଗ୍ରୀଡ଼ ରେ ଲାଇନ ର ମରାମତି ନିମନ୍ତେ ସାକ୍ଷୀଗୋପାଳ ବଜାର, ବିରଗୋବିନ୍ଦପୁର, ସାରଙ୍ଗଯୋଡି, ବାଙ୍ଗୁରୁବା, କୋଠସାହି, ପଟନାଈକିଆ, ସାତଶଂଖ, ଶ୍ରୀରାମଚନ୍ଦ୍ରପୁର, ଅଳଗୁମ ଏବଂ ଶୁକଳ ଅଞ୍ଚଳ ରେ ବିଦ୍ୟୁତ ସର୍ବରାହ ବନ୍ଦ ରହିବ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ସାଧାରଣ ଜନତା ଙ୍କୁ ବଡ଼ ଆଶ୍ବସ୍ତି ଶସ୍ତା ହେବ କ୍ୟାନ୍ସର ଓ ମଧୁମେହ ରୋଗର ଔଷଧ |