୧୯୯୨ ମସିହା ବ୍ୟାଚ୍ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ |

Love with Khabar Satyabadi

ସାକ୍ଷୀଗୋପାଳ :ତା -୯ -୨ ରିଖ |ଖବର ସତ୍ୟବାଦୀ ଓଡିଶା NEWS |ସ୍ଥାନୀୟ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଗତକାଲି ରବିବାର ନୂଆ ସୋମେଶ୍ୱର ପୁର ଉଚ୍ଚ ବିଦ୍ୟାଳୟ ର ୧୯୯୨ମସିହା ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ରେ ବିଭିର୍ଣ୍ଣ ଜିଲ୍ଲା ଯଥା ବାଙ୍କୀ, ଭୁବନେଶ୍ୱର, ପୁରୀ, କଟକ, ଢେଙ୍କାନାଳ ଆଦି ଅନେକ ସ୍ଥାନ ରୁ ପ୍ରାୟ ୧୦୦ ଜଣ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇଥିଲେ |ଦୀର୍ଘଦିନ ପରେ ସମସ୍ତେ ଏକାଠି ହୋଇ ଥିବାରୁ ସମସ୍ତ ଛାତ୍ର ଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଥିଲେ |ଏମାନଙ୍କ ମଧ୍ୟରେ ରହିଥିଲେ|ସଚିଆନ ମିଶ୍ର, ପୂର୍ଣ୍ଣ ମୁଦୁଲି, ଆନନ୍ଦି ବେହେରା, ସୁକାନ୍ତ ପ୍ରଧାନ, ଅଭିମନ୍ୟୁ ସାହୁ, ଦେବାଶିଷ ସାହୁ, ନୀଳକଣ୍ଠ ବାରିକ, ମମତାମୟୀ ମହାପାତ୍ର, ଶାନ୍ତିଲତା ପରିଡା, ନମିତା ମହାପାତ୍ର, ସୁଷମା ସେଠି, ଅନାଦି ଚରଣ ଭୋଇ, ଓ ଅନ୍ୟମାନେ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..