ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS : ଆସନ୍ତା ୧୪ -୧୫ -୧୬ ରିଖ ରେ ପଞ୍ଚସଖା ମୁକ୍ତକାଶ ରଙ୍ଗମଞ୍ଚ ରେ ଅନୁଷ୍ଠିତ ହେବାକୁ ଅଷ୍ଟମ ସତ୍ୟବାଦୀ ମହୋତ୍ସବ ଏଥିପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି |ଏନେଇ ବିଭିର୍ଣ୍ଣ ଭିତ୍ର କଳା ରେ ବକୁଳ ବନ ପାଚେରୀ କୁ ଚିତ୍ରିତ କରାଯିବା ସହିତ ପଡିଆ କୁ ସଫେଇ କରାଯାଇ ଆରମ୍ଭ ହୋଇଛି ଟେଣ୍ଡ ବନ୍ଧା କାର୍ଯ୍ୟ ଅନ୍ୟପଟେ ଅନେକ ଦର୍ଶକ ଙ୍କ ସମାଗମ ସହିତ ନେତା, ମନ୍ତ୍ରୀ ଓ ସ୍ୱତନ୍ତ୍ର ରୂପେ ମୁଖ୍ୟମନ୍ତ୍ରୀ ଙ୍କ ଆଗମନ କୁ ଦୃଷ୍ଟି ରେ ରଖି ସଜାଗ ହୋଇଛି ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଏନେଇ ଆଜି ଦିନ ୧୧ ଟା ସମୟରେ ଅତିରିକ୍ତ ତହସିଲଦାର ଶ୍ରୀ ରାଜେଶ ପ୍ରିୟଦର୍ଶି ଙ୍କ ସହ ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଜୟ କେତନ ବେହେରା ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସାକ୍ଷୀଗୋପାଳ ବଜାର ପରିସରରେ ରହିଥିବା ଉଠାଦୋକାନୀ ସମେତ ଯେଉଁ ବ୍ୟବସାୟୀ ମାନେ ଅସ୍ଥାୟୀ ଭାବେ ରାସ୍ତା ଉପରକୁ ଆସିଛନ୍ତି ସେମାନଙ୍କୁ ପଛକୁ ଘୁଞ୍ଚିବା ପାଇଁ ନିର୍ଦେଶ ଦେଇଥିଲେ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |