ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ )ଆଗକୁ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଏଥପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ, ରଥାରୂଢ ହେବେ ଚତୁର୍ଦ୍ଧାମୂରତି, ରତ୍ନ ସିଂହାସନ ରୁ ଓହ୍ଲାଇ ଲୀଳାଖେଳା କରିବେ ମହାପ୍ରଭୁ, ସେଥିପାଇଁ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ କାର୍ଯ୍ୟ ଏବେ ଚତୁର୍ଦଶଦିବସ ରେ ପହଁଚିଛି ଆଜି ସୁଦ୍ଧା ରଥ ଖଳାରେ ଗୁଜ କାର୍ଯ୍ୟ ସହ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଆଗେଇ ଚାଲିଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ |

More Stories
ମକର ଚାଉଳ ଲାଗି କରିବା ପାଇଁ ସାକ୍ଷୀଗୋପାଳ ମନ୍ଦିର ରେ ପ୍ରବଳ ଭିଡ଼ |
ଅଠାଇସ ରେ ସୁନା ବେଶରେ ଦର୍ଶନଦେଲେ ସିଦ୍ଧ ବଳରାମ |
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|