ମୌସୁମୀ ପ୍ରଭାବ ରେ କେରଳ ରେ ପ୍ରବଳ ବର୍ଷା |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS :କେରଳରେ ପ୍ରବଳ ବର୍ଷା ଜାରି ରହିଛି। ତ୍ରିସୁର, ମାଲାପୁରମ୍ ଓ କୋଝିକୋଡ଼ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଇଡୁକ୍କି, ପାଲକ୍କଡ ଓ ୱାୟନାଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଲାପୁଜା, କୋଟ୍ଟାୟମ, ଏର୍ଣ୍ଣାକୁଲମ୍, ପଥାନମଥିଟ୍ଟା, କନ୍ନୁର ଏବଂ କାସରଗୋଡ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ମୌସୁମୀ ଛୁଇଁବା ପରେ ଏବେ ବିଭିର୍ଣ୍ଣ ଅଞ୍ଚଳ ରେ ପ୍ରବଳ ବର୍ଷା ଲାଗି ରହିଛି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS..