ଖବର ସତ୍ୟବାଦୀ ଓଡିଆ NEWS : ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ ଧରଣର ରେଡ୍ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ୍ ଜାଲ୍ ନେଇ ରେଡ୍ ଜାରି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ରେଡ୍ କରୁଛି ସିବିଆଇ। କଳାହାଣ୍ଡି, ନୂଆପଡା, ରାୟଗଡା, ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ରେଡ୍ ଚାଲିଛି। ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି।
ଅଧିକ ପଢ଼ନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS

More Stories
ସତ୍ୟବାଦୀ ମଝିକେରା ଗ୍ରାମରେ ଘଟିଥିବା ମରଣାତ୍ମକ ଘଟଣା ରେ ଜଣକୁ ଗିରଫ କଲା ପୋଲିସ |
ସାକ୍ଷୀଗୋପାଳ ଡାକ ବିଭାଗ ରୁ ବିଳମ୍ବିତ ରାତିରେ ଚୋରୀ |
ଦାଦାବଟି ମାଗିବା ଅଭିଯୋଗ ରେ ଚାରି ଜଣକୁ ଗିରଫ କଲା ସତ୍ୟବାଦୀ ପୋଲିସ |