ମା ଦକ୍ଷିଣକାଳୀ ଙ୍କ ପୀଠରେ ସତ୍ୟବାଦୀ ବିଧାୟକ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡ଼ିଆ NEWS :ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସୋମବାର ସନ୍ଧ୍ୟା ରେ ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ କରିଛନ୍ତି |ତାଙ୍କ ସହିତ ବିଷ୍ନୁପ୍ରିୟା ବରାଳ, ରତିକାନ୍ତ ମିଶ୍ର, ସତ୍ୟବାଦୀ ବିଜେପି ସଂଗଠନ ମହାମନ୍ତ୍ରୀ ଦୀପକ କୁମାର ଶତପଥୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚରଣ ଦାସ ଙ୍କ ସହିତ ସତ୍ୟବାଦୀ ବ୍ଲକ ବିଭିର୍ଣ୍ଣ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ତିନୋଟି ଜୋନ ର ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, କମଳାକାନ୍ତ ମିଶ୍ର ଙ୍କ ସହିତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ,

ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS ରେ |