ଭୁବନେଶ୍ୱର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

Love with Khabar Satyabadi

ଭୁବନେଶ୍ୱର:ଖବର ସତ୍ୟବାଦୀ ଓଡିଶା NEWS ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ଭେଟି ଦେବେ ସୁଭଦ୍ରା ଯୋଜନା। ଗାଡ଼କଣରେ ପିଏମ୍ ଆବାସ୍ ହିତାଧିକାରୀଙ୍କୁ ଘର ଚାବି ଦେବେ ମୋଦି।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…