ଖବର ସତ୍ୟବାଦୀ ଓଡ଼ିଆ NEWS :(ନୂଆଦିଲ୍ଲୀ): ସରକାରୀ ବାବୁଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ । ବିଳମ୍ବରେ ଅଫିସ ଆସିଲେ କଟିବ ଅଧାଦିନର ଦରମା । କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ସକାଳ ୯ଟାରୁ ୯ ଟା ୧୫ ଭିତରେ ନ ପହଞ୍ଚିଲେ ଅଧାଦିନର ଦରମା କାଟିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରୀ ଅଫିସ ସମୟ ସକାଳ ୯ ଟା ରୁ ୫ ଟା ପର୍ଯ୍ୟନ୍ତ ରହିଥାଏ। ଏଥିପାଇଁ କର୍ମଚାରୀମାନଙ୍କୁ ସକାଳ ୯ଟା ୧୫ ଭିତରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।
କିନ୍ତୁ କିଛି କାର୍ଯ୍ୟାଳୟରେ ନିୟମ ପାଳନ ହେଉନଥିବାରୁ ଏଭଳି କିଛି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏନେଇ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବା ଡିଓପିଟି ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି।
ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ NEWS

More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ ତ୍କୃତଜ୍ଞନ୍ତା ଗ୍ୟାମ୍ପନ କଲେ କେନ୍ଦ୍ରମନ୍ତ୍ରୀ |
ସରିଗଲା ସବୁକିଛି |ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି |