ଖବର ସତ୍ୟବାଦୀ ଓଡିଶା NEWS( ନିପ୍ର )ହାଇଦ୍ରାବାଦ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ହଲଚଲ୍। ପୁଷ୍ପା-ଟୁ ସ୍ପେଶାଲ ସୋ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଆଜି ଅଲ୍ଲୁଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ତଳ କୋର୍ଟରୁ ମିଳିଥିଲା ଝଟକା। ତଳ କୋର୍ଟ ଅଲୁଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଏହାର କିଛି ସମୟ ଭିତରେ ତେଲେଙ୍ଗାନା ହାଇକୋର୍ଟରୁ ଅଲ୍ଲୁଙ୍କୁ ଏ ମାମଲାରେ ଜାମିନ୍ ମିଳିଯିବା ପରେ ଆଶ୍ବସ୍ତ ହୋଇଥିଲେ ଅଲ୍ଲୁ ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ|
ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS..
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ ତ୍କୃତଜ୍ଞନ୍ତା ଗ୍ୟାମ୍ପନ କଲେ କେନ୍ଦ୍ରମନ୍ତ୍ରୀ |
ସରିଗଲା ସବୁକିଛି |ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି |