ଅନୁଗୁଳ :ଖବର ସତ୍ୟବାଦୀ ଓଡିଶା ନିୟୁଜ |(ନିପ୍ର) ବଅଁରପାଳ ଟ୍ରାଫିକ ଛକରେ ପରିବହନ ପକ୍ଷରୁ ହେଲମେଟ ଚେକିଙ୍ଗି ବଅଁରପାଳ ଥାନା ସମ୍ମୁଖରେ ଅନୁଗୋଳ ପରିବହନ ଏବଂ ବଅଁରପାଳ ଥାନା ଅଧିକାରୀ ଙ୍କ ମିଳିତ ଉଦ୍ୟମ ରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରାଫିକ ଦେଇ ଯାତାୟାତ କରୁଥିବା ବିଭିନ୍ନ ପ୍ରକାର ଯାନ ଗୁଡିକ ଠିକି ଅଛିକି ନାହିଁ ତଦନ୍ତ ଚାଲିଥିଲା ll ଯାଞ୍ଚ ବେଳେ ୪୯ ଜଣ ଙ୍କୁ ଇ ଚାଲାଣ,୫ ଜଣ ଙ୍କର ସିଟି ବେଲ୍ଟ,ଜଣେ ଗାଡି ଚାଳନା ବେଳେ ମୋବାଇଲ ରେ କଥା ହେବା ଏବଂ ୪୩ ଜଣ ବାଇକି ହେଲମେଟ ପିନ୍ଧି ନଥିବା କାରଣ ରୁ ମୋଟ ଦୁଇ ଲକ୍ଷ ନବେ ହଜାର ଟଙ୍କା ର ତଣ୍ଡ ଗଣିଛନ୍ତି l ଏଥି ଶହ ଦୁଇଜଣ ଙ୍କ ର ବାଇକି କୁ ଜବତ କରାଯାଇ ବଅଁରପାଳ ପୋଲିସ କୁ ଜିମା ଦିଆଯାଇଛି l ଏହି ଚଢ଼ାଉ ରେ ଅନୁଗୋଳ ପରିବହନ ବିଭାଗ ଟ୍ରିଫିକ ଇନ୍ସ୍ପେକଟର ସୁମନ୍ତ କୁମାର ସେଠି,ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏ.ଏସ. ଆଇ ଜୟ କୁମାର ସଏ,ଏବଂ ଲକ୍ଷ୍ମଣ ମାଝୀ,ପ୍ରମୁଖ ସାମିଲି ଥିଲେ ଳ
ଅନୁଗୁଳ ବଅଁରପାଳ ରୁ ଅଜିତ କୁମାର ଭୋଇ ଙ୍କ ରିପୋର୍ଟ |ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |