ଦିଲ୍ଲୀ ଆସନ ରେ ବିଜେପି ର ବିଜୟ |ଆପ କୁ ବଡ଼ ଝଟକା ହାରିଲେ କେଜ୍ରିୱାଲ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS :ଦିଲ୍ଲୀ ରେ ଆମ୍ ଆଦମୀ ପାର୍ଟି କୁ ବଡ଼ ଝଟକା |ହାରିଲେ କେଜ୍ରିୱାଲ 2013 ମସିହା ରୁ ଲଗାତାର ଦିଲ୍ଲୀ ରୁ ବିଜୟ ଲାଭ କରି ଆସୁଥିବା ଆପ କୁ ଲାଗିଛି ବଡ଼ ଝଟକା |ପ୍ରଥମଥର ତାଙ୍କୁ ପରାଜୟ ର ସ୍ୱାଦ ଚାଖିବାକୁ ପଡିଛି |ନୂଆଦିଲ୍ଲୀ ଆସନ ରୁ ବିଜେପି ପ୍ରାର୍ଥୀ ପରବେଶ ବର୍ମା ଙ୍କ ଠାରୁ 3182 ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛନ୍ତି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..