ଖବର ସତ୍ୟବାଦୀ ଓଡିଶା News (ନିପ୍ର ) ପାକିସ୍ଥାନ ବିପକ୍ଷ ରେ ଭାରତ ର ବଡ଼ ବିଜୟ |ଦମଦାର୍ ପ୍ରଦର୍ଶନ କଲେ ବିରାଟ କୋହଲି, ଧୂଳି ଚାଟିଲା ପାକିସ୍ଥାନ |୬ ୱୟିକେଟ୍ ରେ ଜିତଲା ଭାରତ |ଭାରତ ର ବଡ଼ ବିଜୟ ସହ ଏକ ପ୍ରକାର ଚାମ୍ପିୟାନ ଟ୍ରଫିରୁ ବିଦା ହେଲା ପାକିସ୍ଥାନ |ଟିମ୍ ଇଣ୍ଡିଆ ଠାରୁ ହାରିବା ସହ ଚାମ୍ପିୟାନ ଟ୍ରଫି କୁ ନେଇ ନିରାଶ ହେଲା ପାକିସ୍ତାନ |ଏପଟେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବା ସହ ସେମି ଫାଇନାଲ କୁ ଯିବା ପକ୍କା ହୋଇ ସାରିଛି |ରନ୍ ମେସିନ୍ ଙ୍କ ବଡ ଇନିସ୍ ଯୋଗୁଁ ଟିମ୍ ଇଣ୍ଡିଆ ର ବଡ଼ ବିଜୟ ହାସଲ କରିଛି |ବିରାଟ କୋହଲି ୧୧୧ ବଲ ରେ ୧୦୦ ରନ କରିଛନ୍ତି |ଏହି ବିଜୟ ସହ ଭାରତ ଚମ୍ପି୍ୟାନ୍ସ ଟ୍ରଫି ସେମି ଫାଇନାଲ୍ ରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରି ନେଇଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS..
More Stories
ଜିତିଲା ଟିମ୍ ଇଣ୍ଡିଆ |ଫାଇନାଲ ରେ ଏଣ୍ଟ୍ରି |