ଖବର ସତ୍ୟବାଦୀ ଓଡିଶା NEWS :ଓଡିଶାରେ ମୃଦୁ ଭୂମିକମ୍ପ ଅନଭୂତ । ସକାଳ ୬ଟା ୧୦ରେ ଏହି ଭୂମିକମ୍ପ ଅନଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା 5.1 ରେକର୍ଡ । ବଙ୍ଗୋପସାଗରରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ । ୨ରୁ ୩ ସେକେଣ୍ଡ ପାଇଁ ଜଣାପଡିଥିଲା ପ୍ରଭାବ । ଭୁବନେଶ୍ବର ବାଲେଶ୍ବର , ବାରିପଦାରେ , ପାରାଦ୍ବିପରେ ଝଟକା ଅନୁଭୂତ । ପୁରୀରୁ ୨୮୬ ଏବଂ ଭୁବନେଶ୍ବରରୁ ୨୯୭ ଦୂରରେ ରହିଛି କେନ୍ଦ୍ରସ୍ଥଳ । ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ ରହିଛି କେନ୍ଦ୍ରସ୍ଥଳ ।
ଚାନ୍ଦିପୁର ତଥା ଆଖପାଖ ଅଞ୍ଚଳରେ ଭୁକମ୍ପ। ଖଟ , ଫୋନ ଥରୁଥିବା ଦେଖିଥିଲେ ଲୋକେ । ଭୟରେ ଵାହାରକୁ ପଳାଇ ଆସିଲେ ଲୋକେ ଚାନ୍ଦିପୁର ତଥା ଆଖପାଖ ଅଞ୍ଚଳରେ ଭୁକମ୍ପ ହୋଇଥିବା ସୂଚନା ମିଳିଛି । ବାଂଲାଦେଶରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଥିବା ସୂଚନା ମିଳିଛି|
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS :
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |