ପୋଲ ଖୋଲିଦେଲେ ମୋଦି

Love with Khabar Satyabadi

ପୋଲ ଖୋଲିଦେଲେ ମୋଦି । ହିଞ୍ଜିଳିର ବିକାଶ ନା ବିନାଶ ହୋଇଛି । ହିଞ୍ଜିଳିବାସୀଙ୍କ କଥା ନକହିଲେ ଭଲ । ୨୪ ବର୍ଷ ହେଲା ହିଞ୍ଜିଳିକୁ ମାଡିବସିଛନ୍ତି କିନ୍ତୁ କଣ କରିଛନ୍ତି ନବୀନ ? ବିକାଶ ନାରେ ଡିଣ୍ଡିମ ପିଟୁଛନ୍ତି ହେଲେ କରିଛନ୍ତି କଣ ? 
ପ୍ରଶ୍ନ ପରେ ପ୍ରଶ୍ନ ଘନ ଘନ ବିଜେପି ନେତାଙ୍କ ପ୍ରଶ୍ନବାଣରେ ଘାଇଲା ହେଲାଣି ବିଜେଡି । କଣ କରିବେ ବୁଦ୍ଦି ବାଟ ଦିଶୁନି । ବିଜେପି ପ୍ରଶ୍ନର କି ଉତ୍ତର ଦେବ ସେ ନେଇ ହରଡଘଣାରେ ପଡିଛନ୍ତି ନବୀନ ଓ ପାଣ୍ଡିଆନ । ୨୪ବର୍ଷର ସ୍ତର ସରକାର ସ୍ତର ମୁଖ୍ୟମନ୍ତ୍ରୀ କିନ୍ତୁ ବିକାଶ କେଉଠି ହୋଇଛି ? ବିକାଶ ନାଁରେ କେବଳ ଯୋଜନା ମାନ ହୋଇଛି କିନ୍ତୁ ଅସଲି ବିକାଶର ନାଁ ଚିହ୍ନ ଅଛି ନା ବର୍ଣ୍ଣ ଅଛି ।