ସତ୍ୟବାଦୀ ରେ ନବୀନ ଲହର, ସଞ୍ଜୟ ଙ୍କୁ ବିପୁଳ ସମର୍ଥନ |

Love with Khabar Satyabadi

ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ) ବିଜୟ ଯାତ୍ରା ରେ ସଞ୍ଜୟ ଦାସ ବର୍ମା, ଏବେ ନିର୍ବାଚନ ରଣ ନୀତି ରେ ସଞ୍ଜୟ ଙ୍କୁ ମିଳୁଛି ବିପୁଳ ସମର୍ଥନ, ଗାଁ ଗାଁ ରେ ସ୍ୱାଗତ, ସବୁଠି ଦେଖିବାକୁ ମିଳୁଛି ବିଜୁ ଜନତା ଦଳ ପ୍ରତି ଭୋଟର ଙ୍କ ଭଲ ପାଇବା, ଏବେ ସତ୍ୟବାଦୀ ରାଜନୀତି ରେ ଇତିହାସ ରଚିବ 2024 ନିର୍ବାଚନ, ଗୋଟେ ପଟେ ବିଜେପି ଟିକେଟ ରୁ ଓ଼ମ ପ୍ରକାଶ ମିଶ୍ର ପ୍ରଚାର ଆରମ୍ଭ କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ରୁ ମନୋଜ ରଥ ମଧ୍ୟ ପ୍ରଚାର ମୈଦାନ କୁ ଓହ୍ଲାଇ ଛନ୍ତି, ସେପଟେ ପ୍ରୟାସ ପରିବାର ତରଫରୁ କାମାକ୍ଷା ପ୍ରଧାନ ମଧ୍ୟ ପ୍ରଚାର ଆରାମ କରିଦେଇଛନ୍ତି, କିନ୍ତୁ ଏସବୁ କୁ ପଛରେ ପକାଇ ବଢୁଛି ସଞ୍ଜୟ ଙ୍କ କ୍ରେଜ, ନବୀନ ଙ୍କ ପ୍ରତି ଭଲ ପାଇବା ଭୋଟର ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ଏବଂ ସତ୍ୟବାଦୀ ରାଜନୀତି ରେ ସଞ୍ଜୟ ଙ୍କୁ ମିଳୁଛି ବିପୁଳ ମାତ୍ରା ରେ ସମର୍ଥନ, ତେବେ ଆଗାମୀ ଦିନରେ ବିଜେଡି ବିପୁଳ ସଂଖ୍ୟା ରେ ଜିତିବା ନେଇ ଆଲୋଚନା ହେଉଛି,

ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ |