ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ) ଆଜି ସୋମବାର ସନ୍ଧ୍ୟା 6 ଟା ସମୟରେ ସତ୍ୟବାଦୀ ବ୍ଲକ ରେ ବିଜୁ ଜନତା ଦଳ ର ତାରକା ପ୍ରଚାରକ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି |ସ୍ଥାନୀୟ ବ୍ଲକଛକ ବାଟମହାବୀର ମନ୍ଦିର ଠାରୁ ଆରମ୍ଭ ହୋଇ ସାକ୍ଷୀଗୋପାଳ ବଜାର ମଧ୍ୟ ଦେଇ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳ ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼ ସୋ ଅନୁଷ୍ଠିତ ହେବ |ଏହା ପରେ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳ ମା ରାଧାରାଣୀ ଙ୍କୁ ଦର୍ଶନ କରି ସାରିବା ପରେ ସ୍ଥାନୀୟ ପଞ୍ଚସଖା ପଡିଆ ଠାରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହେବ |
ଅଧିକ ଖବର ପଢନ୍ତୁ |
More Stories
ଭୁବନେଶ୍ୱର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |
ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ରେ ହାନା ଟାଇକୋଣ୍ଡା ଏକାଡ଼ମି କୁ ବଡ ସଫଳତା |
ସଂଗଠନ କୁ ସୃଦୁଢ କରିବାରେ ଲାଗିପଡିଛନ୍ତି ନୂତନ ବିଧାୟକ |