ଆଳିସ ଅଗ୍ନିବିପର୍ଣ୍ଣ ପରିବାର କୁ ଭେଟିଲେ ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :(ନିପ୍ର)ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଆଳିଶ ପଞ୍ଚାୟତ ଆଳିଶ ଗ୍ରାମରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ କଥା ଶୁଣି ଗଭୀର ଭାବରେ ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟ କାର୍ଯ୍ୟକର୍ତାଓ ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ନାରାୟଣ ରାଉତରାୟ, ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପଞ୍ଚାୟତ ସମିତି ସଭ୍ୟ ବିପିନି ବେହେରା, ଶୁକଳ ପଞ୍ଚାୟତ ସମିତି ସଭ୍ୟ ବିପିନ ବେହେରା, ବିଜେଡି ମିଡିଆ ସଂଯୋଜକ ଙ୍କ ସହ ସମସ୍ତ ବିଜେଡି କର୍ମକର୍ତ୍ତା। ତୁରନ୍ତ ଯାଇ ଅଗ୍ନିବିପର୍ଣ୍ଣ ପରିବାର ଙ୍କୁ ଭେଟି ଘଟଣା ବାବଦରେ ଅବଗତ ହେବା ସହିତ ରେଡ଼କ୍ରସ ସୋସାଇଟି ସାହଯ୍ୟରେ ଅଗ୍ନି ବିପର୍ଣ୍ଣ ପରିବାରଙ୍କୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତି।ଏଥି ସହିତ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ଅଗ୍ନିବିପର୍ଣ୍ଣ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା କୁ ଅନୁରୋଧ କରିଛନ୍ତି ଶ୍ରୀଯୁକ୍ତ ସାମନ୍ତରାୟ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS :