ଖବର ସତ୍ୟବାଦୀ ଓଡିଶା NEWS ନୂଆଦିଲ୍ଲୀ: ରିଲିଜ୍ ହୋଇଛି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’। ଫିଲ୍ମୁକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। ତେବେ ଏସବୁ ଭିତରେ ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ଆୟ ସହ ନୂଆ ରେକର୍ଡ କରିଛି । ଆହୁରି ମଧ୍ୟ, ‘ପୁଷ୍ପା-୨’ ଗୁରୁବାର ତେଲୁଗୁ ଏବଂ ହିନ୍ଦୀ ଉଭୟ ଭାଷାରେ ୫୦ କୋଟିରୁ ଅଧିକ ଟଙ୍କାର କାରବାର କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସିନେମା ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ କୌଣସି ଫିଲ୍ମ ଗୋଟିଏ ଦିନରେ ହିଁ ଭିନ୍ନ ଭିନ୍ନ ଭାଷାରେ ୫୦-୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି।ରିଲଫ ଏବେ ପୁଷ୍ପା ଟୁ କୁ ନେଇ ସବୁଠି ଚର୍ଚ୍ଚା |
ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ ତ୍କୃତଜ୍ଞନ୍ତା ଗ୍ୟାମ୍ପନ କଲେ କେନ୍ଦ୍ରମନ୍ତ୍ରୀ |
ସରିଗଲା ସବୁକିଛି |ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି |