ସାକ୍ଷୀଗୋପାଳ :ତା ୩୧.୦୭.୨୫ ରିଖ ସନ୍ଧ୍ୟାରେ ଆଇ ଆଇ ସି ଙ୍କ ନିର୍ଦେଶ ରେ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଏସ ଆଇ ଲିଲି ପଣ୍ଡା ଖବର ପାଇ ବଡକାଞ୍ଜିଆ ର ଜୈନିକ ବ୍ୟକ୍ତି ଚୋରା ମଦ ବିକ୍ରି କରୁଥିବାର ଖବର ଚଢ଼ାଉ କରି ବେଆଇନ ଭାବେ ବିକ୍ରି କରୁଥିବା ୬୫ ଟି ଆସ୍କା ମଦ ବୋତଲ ସହିତ ୧୩ ଲିଟର ଜବତ କରିଛି |ଏ ସମ୍ବଧରେ ସତ୍ୟବାଦୀ ଥାନାରେ ବିଭିର୍ଣ୍ଣ ଦଫା ରେ ୨୨୫/୩୫Us-୫୩ ଧାରା ରେ ଓଡିଶା ଅବକାରୀ ବିଭାଗ ଆଇନ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ….

More Stories
ସତ୍ୟବାଦୀ ମଝିକେରା ଗ୍ରାମରେ ଘଟିଥିବା ମରଣାତ୍ମକ ଘଟଣା ରେ ଜଣକୁ ଗିରଫ କଲା ପୋଲିସ |
ସାକ୍ଷୀଗୋପାଳ ଡାକ ବିଭାଗ ରୁ ବିଳମ୍ବିତ ରାତିରେ ଚୋରୀ |
ଦାଦାବଟି ମାଗିବା ଅଭିଯୋଗ ରେ ଚାରି ଜଣକୁ ଗିରଫ କଲା ସତ୍ୟବାଦୀ ପୋଲିସ |