ଦିଲ୍ଲୀ ଏମ୍ସ ରୁ ଏୟାର ଲିପ୍ଟ ରେ ଆସି ବନ୍ଦରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର ଖବର ସତ୍ୟବାଦୀ ଓଡିଶା NEWS । ଏଥିପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବିମାନ ବନ୍ଦରରୁ ମରଶରୀର ନେବାକୁ ସ୍ବର୍ଗଦ୍ବାର ଗାଡି ପ୍ରସ୍ତୁତ ହୋଇ ରହିଥିଲା । ଏହାପରେ ବିମାନ ବନ୍ଦରରୁ ସିଧା ମୃତ ପୀଡ଼ିତାଙ୍କ ଗାଁ ଅଭିମୁଖେ ବାହାରିଥିଲା ସ୍ବର୍ଗଦ୍ବାର ଗାଡି ।
ଏହା ପୂର୍ବରୁ ବିମାନ ବନ୍ଦର ବାହାରେ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୋଲିସର ସୁରକ୍ଷା ବଳୟ ଭିତରେ ସ୍ବର୍ଗଦ୍ବାର ଗାଡି ନୂଆ ଗୋପାଳପୁର ଗାଁ ଅଭିମୁଖେ ବାହାରିଥିଲା ଗାଁ ଲାଗୁଛି ଖାଁ ଖାଁ ଦୁଆର ପଡ଼ିଛି ଫାଙ୍କା ଆଜି ଗାଁ ଝିଅ କୁ ଝୁରୁଛି ଗାଁ ମାଟି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ…..

More Stories
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ|
ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |