ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS: ଗତ ୧୫ ତାରିଖ ବିଳମ୍ବିତ ରାତି ରେ ତାଲା ଭାଙ୍ଗି ବିଜୟରାଜମହାନ୍ତି ଙ୍କ ଘର ର ତାଲାଭାଙ୍ଗି ଘରେ ଥିବା ଗ୍ୟାସ ଟାଙ୍କି,ପାଣି ମଟର, ଟେଣ୍ଡ ସାମଗ୍ରୀ ଲାଇଟ, ଫ୍ୟାନ ଇତ୍ୟାଦି ଚୋରୀ କରି ନେଇ ଯାଇଥିଲେ |ଘଟଣା ଅନୁସାରେ ଅଳଗୁମ୍ ଅଞ୍ଚଳ ର ଶିବ ନାରାୟଣ ମହାନ୍ତି,ତାଙ୍କ ପଡୋଶୀ ବିଜୟ ରାଜ ମହାନ୍ତି ଙ୍କ ଘର ର ଦେଖାଶୁଣା କରନ୍ତି| ତେଣୁ ତାଙ୍କୁ କହି ନିଜେ କରୁଥିବା ଟେଣ୍ଡ ସାମଗ୍ରୀ କୁ ତାଙ୍କ ଘରେ ରଖୁଥିଲେ ଗତ ୧୫ ତାରିଖରେ ଆସିକ କୁମାର ମହାନ୍ତି, ଅଶୋକ କୁମାର ମହାନ୍ତି ଓ ସୁନୀଲ କୁମାର ମହାନ୍ତି ଏହାକୁ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ଯାହାକୁ ଭିତିକରି ସତ୍ୟବାଦୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଏମାନଙ୍କୁ ଗିରଫ କରି କେସ ନମ୍ବର-୩୨୧/୨୫, ରେ ସତ୍ୟବାଦୀ ପୋଲିସ ବିଭାଗୀୟ ହାଜତ କୁ ପଠାଇଛି |
ଅଧିକ ପଢନ୍ତୁ ଆମ ଖବର…

More Stories
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |