ଖବର ସତ୍ୟବାଦୀ ଓଡ଼ିଆ… NEWS |ପୁରୀ :ସ୍ନାନବେଦୀ ରେ ସୁନାକୂଅ ପାଣିରେ ଗାଧୋଇ ମହାପ୍ରଭୁ ଙ୍କୁ ଜ୍ୱର ହୋଇଛି, ଚାଲିଛି ଗୁପ୍ତସେବା ଭୋଗ ରେ ଲାଗୁଚି ଫଳ ମୂଳ ସେଥିପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା ମଙ୍ଗଳା ଙ୍କ ପୀଠ କାକଟପୁର ପ୍ରାଚୀ ନଦୀ ନିକଟରେ ଥିବା ବିଶ୍ବାମିତ୍ର ମଠରୁ ଆଜି ମହାପ୍ରଭୁଙ୍କ ପାଇଁ ଆସିଲା ଅଣସର ଫଳ ଭାର |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ.. NEWS

More Stories
ମକର ଚାଉଳ ଲାଗି କରିବା ପାଇଁ ସାକ୍ଷୀଗୋପାଳ ମନ୍ଦିର ରେ ପ୍ରବଳ ଭିଡ଼ |
ଅଠାଇସ ରେ ସୁନା ବେଶରେ ଦର୍ଶନଦେଲେ ସିଦ୍ଧ ବଳରାମ |
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|