ବରିଷ୍ଠ ଅଧ୍ୟାପକ ଙ୍କ ଶୋକସଭା ରେ ଯୋଗଦେଲେ ଅନେକ ବରିଷ୍ଠ ବ୍ୟକ୍ତିତ୍ୱ |

Love with Khabar Satyabadi

ସାକ୍ଷୀଗୋପାଳ ତାତା:୦୭:୦୮:୨୦୨୪ ରିଖ (ନିପ୍ର) ପୁରୀ ସୁରଜ ମଲ୍ଲ ସାହା ମହାବିଦ୍ୟାଳୟର ଦର୍ଶନ ବିଭାଗ ଅଧ୍ୟାପକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ଏକାଦଶାହ ଅବସରରେ ଅଧ୍ୟାପକ ସ୍ବର୍ଗତ ପଟ୍ଟନାୟକଙ୍କ ଜନ୍ମସ୍ଥାନ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ମଠ ସାହି ଗ୍ରାମରେ ପଞ୍ଚସଖା ମେମୋରିଆଲ କ୍ଳବ  ତରଫରୁ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କର  କ୍ରୀଡା ଓ ଯୁବ ସେବା  ବିଭାଗର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ହରେଶ ମିଶ୍ର, ସୁରଜ ମଲ୍ଲ ସାହା ମହାବିଦ୍ୟାଳୟର ଅଧ୍ୟାପକ ନଳିନୀ ପଟ୍ଟନାୟକ, ଅଧ୍ୟାପକ ରାଧାଶ୍ୟାମ ପଲେଇ, ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ, ଅଧ୍ୟାପକ ପ୍ରମୋଦ ଆଚାର୍ଯ୍ୟ, ଉତ୍କଳ ମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବରିଷ୍ଠ କିରାଣୀ ରାଜ କିଶୋର ପତି, ସମିତି ସଭ୍ୟ ଦୀପକ ଶତପଥୀ, ସମୀର କର, ଶ୍ରୀପତି ମହାପାତ୍ର, ସୂର୍ଯ୍ୟ ପ୍ରସାଦ ରଥ,ସତୀଶ ମିଶ୍ର ଉମାଶଙ୍କର ମିଶ୍ର, ସୋମନାଥ ନନ୍ଦ ଓ ଗୋପୀନାଥ ରଥ,ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ସ୍ବର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଓ ଜନସେବା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ l 
ପଞ୍ଚସଖା ମେମୋରିଆଲ କ୍ଳବର ସମ୍ପାଦକ ଉମାଶଙ୍କର ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ lସୁରଜ ମଲ୍ଲ ସାହା ମହାବିଦ୍ୟାଳୟର ଅଧ୍ୟାପକ ନଳିନୀ ପଟ୍ଟନାୟକ, ଅଧ୍ୟାପକ ରାଧାଶ୍ୟାମ ପଲେଇ, ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ, ଅଧ୍ୟାପକ ପ୍ରମୋଦ ଆଚାର୍ଯ୍ୟ, ସାମ୍ବାଦିକ ଅମର ଶତପଥି,ଜାନକୀ ବଲ୍ଲଭ ବରାଳ, ରମାବଲ୍ଲଭ ବରାଳଦୁର୍ଗେଶ ପ୍ରସାଦ ରଥ, ପ୍ରଶାନ୍ତ କୁମାର ତ୍ରିପାଠୀ , ତ୍ରିଲୋଚନ ରଥ, ଉମେଶ ପ୍ରଧାନ, ନଟବର ଆଚାର୍ଯ୍ୟ ବରିଷ୍ଠ ସାମ୍ବାଦିକ ଅଶୋକ ବେହେରା, ଙ୍କ ସମେତ ଉତ୍କଳ ମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବରିଷ୍ଠ କିରାଣୀ ରାଜ କିଶୋର ପତି, ସମିତି ସଭ୍ୟ ଦୀପକ ଶତପଥୀ, ସମୀର କର, ଶ୍ରୀପତି ମହାପାତ୍ର, ସୂର୍ଯ୍ୟ ପ୍ରସାଦ ରଥ,ସତୀଶ ମିଶ୍ର ଉମାଶଙ୍କର ମିଶ୍ର, ସୋମନାଥ ନନ୍ଦ ଓ ଗୋପୀନାଥ ରଥ,ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ସ୍ବର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଓ ଜନସେବା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ l 
ପଞ୍ଚସଖା ମେମୋରିଆଲ କ୍ଳବର ସମ୍ପାଦକ ଉମାଶଙ୍କର ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ଆଇନଜୀବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

ଅଧିକ ପଢ଼ନ୍ତୁ ଖବର ସତ୍ୟବାଦୀ ଓଡିଶା NEWS