ସତ୍ୟବାଦୀ ର ଝିଅ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଙ୍କ ସଂଗୀତ କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS :ଭୁବନେଶ୍ୱର :ସତ୍ୟବାଦୀ ର ଝିଅ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଙ୍କ ଦ୍ୱାରା ପ୍ରସ୍ତୁତ “ଜାଗରେ ସବୁଜ ଓଡିଶା ପାଇଁ ଲଗାରେ” ସଙ୍ଗୀତ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଉନ୍ମୋଚିତ l ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ “ମା ପାଇଁ ଗଛ ଟିଏ” ଆହ୍ୱାନ ରୁ ଅନୁପ୍ରାଣିତ ହୋଇ ପରିବେଶ ସଚେତନତା ସୃଷ୍ଟି କରିବା ଦିଗରେ ଶ୍ରୀମତୀ ଜୟଶ୍ରୀ ଧଳ ଏହି ଗୀତ ଟି ପ୍ରସ୍ତୁତ କରିଥିବାରୁ ମାନ୍ୟବର ଶିକ୍ଷା ମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜ୍ଞାପନ କରି ଉଚ୍ଚ ପ୍ରଶଂସା କରିବା ସହ ଏହି ସଙ୍ଗୀତ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଆଦୃତ ହେବ ବୋଲି ଦୃଢ ଆଶା ବ୍ୟକ୍ତ କରିଛନ୍ତି ll

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS :