ଭୁବନେଶ୍ୱର :ଖବର ସତ୍ୟବାଦୀ ଓଡିଶା NEWS :ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନା ଘଟଣାରେ ୫ ଜଣକୁ ଗିରଫ କଲା କମିଶନରେଟ ପୋଲିସ |ସ୍ପେସିଆଲ ସ୍କୁ|ର୍ଡ଼ ସହାୟତା ରେ ଗିରଫ କଲା ପୋଲିସ |ତିନୋଟି ଚାରି ଚକିଆ ଗାଡି ଜବତ |ବେପରୁଆ ଗାଡି ଚାଳନା କୁ ନେଇ ସୋସିଆଲ ମିଡିଆରେ ଭାଇରାଲ କୁ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ସତ୍ୟବାଦୀ ମଝିକେରା ଗ୍ରାମରେ ଘଟିଥିବା ମରଣାତ୍ମକ ଘଟଣା ରେ ଜଣକୁ ଗିରଫ କଲା ପୋଲିସ |
ସାକ୍ଷୀଗୋପାଳ ଡାକ ବିଭାଗ ରୁ ବିଳମ୍ବିତ ରାତିରେ ଚୋରୀ |
ଦାଦାବଟି ମାଗିବା ଅଭିଯୋଗ ରେ ଚାରି ଜଣକୁ ଗିରଫ କଲା ସତ୍ୟବାଦୀ ପୋଲିସ |