ଖବର ସତ୍ୟବାଦୀ ଓଡିଶା NEWS :କଣାସ ମାଟି ପାଇଁ ଗର୍ବ ଆଣିଛନ୍ତି କଣାସ ମାଟିର ପୁଅ ବିନୟ କୁମାର ପାଇକରାୟ |ସେ ତାଙ୍କର ପରିଶ୍ରମ,ନିଷ୍ଠା,ସଂକଳ୍ପ ବଳ ରେ ଓଡିଶା କ୍ରିକେଟ ଦଳ ରେ ସ୍ଥାନପାଇ ନିଜ ଅଞ୍ଚଳ ପାଇଁ ଗର୍ବ ଆଣି ଦେଇଛନ୍ତି |ଦୀର୍ଘ ୨୧ ବର୍ଷ ପରେ ପୁରୀ ଜିଲ୍ଲା ରୁ ବିନୟ ଏବ ଓଡିଶା କ୍ରିକେଟ ଦଳରେ |ଯାହାକୁ ନେଇ ତାଙ୍କୁ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ଙ୍କ ମାନେ ପ୍ରଶଂସା କରିଛନ୍ତି
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ|
ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |